ରାତି ପାହିଲେ ଛାଡ଼ଖାଇ : ଆନ୍ଧ୍ରରୁ ମାଛ, ବେଙ୍ଗଲରୁ ଖାସି

ଭୁବନେଶ୍ୱର : ବିନା ଆମିଷରେ ମାସେ ବିତିବା ପରେ ଛାଡ଼ଖାଇ ସକାଳକୁ ଚାତକ ଭଳି ଚାହିଁ ରହିଛନ୍ତି ଆମିଷ ରଙ୍କୁଣା। ତେବେ ଛାଡ଼ଖାଇ ମଙ୍ଗଳବାର ପଡ଼ୁଥିବାରୁ ଅନେକ ବୁଧବାର ପାଳିବାକୁ ଲକ୍ଷ୍ୟ ରଖିଛନ୍ତି। ଆମିଷ ବଜାରର ସୂଚନା ମୁତାବକ, ଛାଡ଼ଖାଇରେ ମାଛର ଚାହିଦା ବେଶି ରହିବ। ପାଖାପାଖି ୨ ହଜାର କୁଇଣ୍ଟାଲ୍‌ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ। ତେବେ ରୋହୀ ଓ ଭାକୁର ବ୍ୟତୀତ ବଡ଼ ମାଛ ଉପରେ … Continue reading ରାତି ପାହିଲେ ଛାଡ଼ଖାଇ : ଆନ୍ଧ୍ରରୁ ମାଛ, ବେଙ୍ଗଲରୁ ଖାସି